ଡାଳିମ ଏକ ସୁସ୍ଥ ଉପକାରୀ ଫଳ । ଏହାର ଦାମ ସବୁବେଳେ ବଜାରରେ ୧୦୦ ଟଙ୍କାରୁ ଉପରେ ଥାଏ । ଓଡିଶା ଚାଷୀ ତାର ପାରମ୍ପରିକ ଧାନ ଏବଂ ପନିପରିବା ଚାଷରେ ସୀମିତ ନରହି ଯଦି କିଛି ଜମିରେ ଡାଳିମ ବ୍ୟବସାୟନିକ ଚାଷ ରେ ଆରମ୍ଭ କରେ ତାହାଲେ ହାରାହାରି ଏକ ଏକର ଜମିରେ କାଳିମ୍ବ ୮ ରୁ ୯ ଟନ ଭଲ ଜାତିରେ ବିଚ୍ଛନ ଫଳ ଫଳିଥାଏ । ଏପରିକି କଟକ ଜିଲ୍ଲାର ଜଣେ ବାଧା ଶ୍ରୀ ଶ୍ରୀନିବାସ ରେଡି ପାରେ ଏମ୍. ବିଇତି ପଢି ମଧ୍ୟ ରେଳ ସଂଖ୍ୟକ ଏକରକୁ ୧୫ ଟନ ତାଲିମ ଫଳାଇ ପାରିଛନ୍ତି । କୋବିତ ତାନା ବନ୍ଦ ସମୟରେ ଚାରି ଏକର ଜମିରୁ ୫୫ ଲକ୍ଷ ଟଙ୍କା ଆୟ କରି ପାରିଛନ୍ତି । ତାଙ୍କ ଘର କୋପାଳ ଜିଲ୍ଲା ଆଲାବନ୍ଦ ତହସିଲ ଅଂଚଳ । ଡାଳିମ୍ବ ଫଳ ଚାହିଦା ଦିନକୁ ଦିନ ଓଡ଼ିଶାରେ ପ୍ରତ୍ୟେକ ଜିଲ୍ଲାରେ ବଢି ଚାଲିଛି । ଏହି ଡାଳିମ୍ବକୁ ଆମେ ଓଡ଼ିଶା ବାସୀ ଗୁଜରାଟ, ମହାରାଷ୍ଟ୍ର ଅଂଚଳରୁ ଆମଦାନୀ କରିଥାଉ । ତେଣୁ ଡାଳିମ୍ବ ଚାଷ ବିଷୟରେ କିଛି ବୈଷୟିକ ଶିକ୍ଷା ଲାଭକରି ଏବଂ ପରୀକ୍ଷାମୂଳକ ଭାବରେ ଚାଷଳ ଦେଖି ସରକାରୀ ସହାୟତା ଲାଭ କରି ଚାଷ କରି ପାରିଲେ ନିଶ୍ଚିତ ଅଧୁକ ଆୟ କରି ପାରିବେ ।

ଚାଳିସର ସାସ୍ଥ୍ୟ ଉପକାରିତା –
୧) କାଳିରେ ଆଂଟି ଅକ୍ଟୋଟ ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ ଜ ପୋଲିକ ଏସିଡ, ପୁନିସକ, ପୂର୍ବକାଳିକନ୍ ଅମ୍ଳ ଥୁବା ସହ ଭୂତାଣୁ ବିରୋଧ
ଟ୍ୟୁମର ବିରୋଧ କାମ କରେ ।
୨) ନିମ୍ନ ରକ୍ତଚାପ ରୋଗୀଙ୍କ ପାଇଁ ବିଶେଷ ଉପକାରୀ । , ୩) ବାର୍ଦ୍ଧକ୍ୟ ନିରୋଧ ପାଇଁ ସହାୟକ ହୁଏ।
୪) ଏହା ରକ୍ତକୁ ପତଳା କରି ରକ୍ତ ସଂଚାଳନ ସୁଖମ କରିଥାଏ । ଏହା ଗୁଡିକ ରକ୍ତ ଜମାଟ କୁ ପ୍ରତିରୋଧ କରିବାସହ ଧମନି ଜନିତ ସମସ୍ୟାରୁ ଇକ୍ଷାକରେ ।
୫) ଏହା ରକ୍ତରେ ଅମ୍ଳକାନ ପରିବହନକୁ କରେ କାରଣ ଏଥିରେ
ଆଂଟି ଅକ୍ସିଡେଣ୍ଟ ଭରପୁର ଥାଏ ।
୬) ଏହା ଆଣ୍ଠୁଗଣ୍ଠି ବାତର ରୋଗ ପ୍ରତିରୋଧକାରୀ।
୭) ଏହା ହୃଦରୋଗ ଓ ପୋଷକ କ୍ୟାନସର କୁ ପ୍ରତିରୋଧ କରେ।
୯) ଏହା ମସ୍ତିସ୍କର ଧୂଶକ୍ତିକୁ ଜାଗ୍ରତ କରେ । ସାଧାରଣ ପିଲାମାନେ ପ୍ରତ୍ୟେକ ଦିନ ଡାଳିମ୍ବ, ଗୋଟିଏ ଫଳ ଖାଇବା କଥା । ପରୀକ୍ଷାମୂଳକ ଭାବେ ଦେଖାଯାଏ ଯେ ୨୭ ମି.ଲି. ଡାଳିମ୍ବ ରସ ପ୍ରତ୍ୟେକ ଦିନ କିଛି କିଛି ମାସ କି ଏକ ବର୍ଷ ପାନ କଲେ ଦୃଷ୍ଟିଶକ୍ତି ସହ ମସ୍ତିସ୍କର ଶକ୍ତି ୩ ଗୁଣ ବଢିଥାଏ । ରକ୍ତଚାପ ନିୟନ୍ତ୍ରଣ, ହଳମ ପକ୍ରିୟା ସହଜ, ରୋଗ ପ୍ରତିରୋଧଶକ୍ତି ଜାଗ୍ରତ, ଚାପମୁକ୍ତ ଏବଂ ଅସ୍ଥିମଜ୍ଜା, ହାଡକୁ ମଳବୁତ କରାଏ । ଏସବୁ ଆଖି ଆଗରେ ରଖି ଢାଳିମ୍ବର ଚାହିଦା ବଜାରରେ ବଢି ଚାଲିଛି।
ଡାଳିମ୍ବ ଚାଷ କିପରି କରିବେ ?
ଏହା ଏକ ଉଷ୍ମ ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁରେ ଭଲ ହୁଏ । ଯେଉଁଠାରେ ଗ୍ରୀଷ୍ମଋତୁରେ ଅତି ଶୁଷ୍କ ଉଷ୍ମ ଓ ଶୀତଋତୁ ଅଧିକ ଶୀତ ଦେଖାଯାଏ. ସେଠାରେ ଡାଳିମ୍ବ ଚାଷ ଭଲ ହୁଏ। ଏହା ଆମ ଓଡ଼ିଶା ପାଇଁ ଉପଯୋଗୀ ଚାଷ
ମାଟି : – ଅଧିକାଂଶ ମାଟିରେ ଡାଳିମ୍ବ ଚାଷ କରାଯାଇପାରେ। ନିଗିଡା ଦେରାସାମାଟି ଭଲ ପାହାଡିଆ, ଡାଲୁ, ଗଡାଣିଆ, କ୍ଷାର ମାଟିରେ ମଧ୍ୟ ଭଲ ଚାଷ ହୁଏ
କିସମ :-ସୁନ୍ଦରୀ, ମସ୍କାଟ, ରେତ, କାବୁଲ, କାନ୍ଦାରି, ବେଦନା, ଗଣେଷ ଇତ୍ୟାଦି।
ନର୍ସରୀ :- ଏହିସବୁ କିମସ ପାକଳ ଡାଳିମ ବଜାର କିଣି ପାକଳ ମଞ୍ଜିକୁ ଅଙ୍କୁର ଦେବା ଚାରା ପ୍ରସ୍ତୁତ କରାଯାଇପାରେ କିମ୍ବା ତାଳ କଲମି, ବର୍ଷକ୍ରିୟାତାଳ
କାଟି ମାଟିରେ ବେର ଦେବା ପାଇଁ ପୋତାଯାଏ ଚେର ପୋଡ଼ିବା ବେଳେ ଚାଳକୁ ୫୦ରୁ ୧୦୩.ପି.ଏମ୍ ଇଳ ବ୍ୟବାଟି ଏସିଡ୍ ରେ ବତାଇଲେ ନେଇ ଟିପ୍ତ ହୁଏ । ଚାରାରୋପଣ :-
ଜୁନ୍ ଓ ଜୁଲାଇ ମାସରେ ଚାରା ଲଗାହୁଏ । ଅତି କମ୍ ୩ ଫୁଟ୍ ରେ ୩ ଫୁଟ୍ ରୋଲାଇ ଗାତ ଖୋଳି ଜୈବିକଖତ ସହ ମଢା ଗୋବର ଖତ ଜିଆ ଖତ । ଗଛକୁ ଧାଡ଼ିକୁ ଧାଡ଼ି ୪- ୫ ମିଟର ବ୍ୟବଧାନ ଓ ଦୁଇ ମିଟର ଦୂରତା ଦେଇ ଲଗାଇବା ଉଚ୍ଚିତ । ଜୈବିକ ଖତ ସାର ବ୍ୟବହାର କଲେ, ତାହା ସହ ଜିଆପାଣି, ଅମୃତପାଣି ବ୍ୟବହାର କଲେ ଫଳ ସୁସ୍ବାଦ
ହୃଷ୍ଟପୁଷ୍ଟ ହୁଏ ।
