୧. ପ୍ରତ୍ୟେହ ଦହି ସେବନ କଲେ ପାଚନ ଶକ୍ତି ଉତ୍ତମ ହୁଏ ।
କାରଣ ଏହା ଏକ ବଳିଷ୍ଠ ପ୍ରୋବାୟଟିକ୍ । ୨. ଦହିରେ ପ୍ରଚୁର ପରିମାଣରେ ଉପକାରି ଜୀବାଣୁ ଥିବାରୁ ଶରୀର ପାକସ୍ଥଳି ପାଚନ ପ୍ରକ୍ରିୟାର ଜୀବାଣ ସହ ମିଶି ହଜମ ପ୍ରକ୍ରିୟାକୁ ସକ୍ରିୟ କରାଇଥାଏ ।
୩. ଦହିରେ ଲବଣ, ରାଗ ପାଇଁ ସ୍ପର୍ଶକାତର । ତେଣୁ ଏ ସବୁ ମିଶିଲେ ୬୦ ସେକେଣ୍ଡ ମଧ୍ୟରେ ଜୀବାଣୁଙ୍କ ମୃତ୍ୟୁ ହୋଇଥାଏ । ତେଣୁ ଦହିରେ ଲବଣ ମିଶାଇବା ଉଚିତ୍ ନୁହେଁ ।
୪. ଦହି ସକାଳ କିମ୍ବା ମଧ୍ୟାନରେ ଖାଇବା ଉଚିତ୍ । ରାତିରେ ପାନ କଲେ ଅମ୍ଳତ୍ୱ ବୃଦ୍ଧିପାଏ ।
୫. ଏହା ପ୍ରତିରୋଧ ଶକ୍ତି ବୃଦ୍ଧିକରାଏ ।
୬. ବୟସ ତ୍ବଚାକୁ ରକ୍ଷା କରେ ।
୭. ଏହା ରୂପି ଦୂର କରେ । ୮. ଏହା ଚର୍ମର କଳାଦାଗ ଦୂର କରେ।
୯. ପ୍ରତିଦିନ ଦହି ସେବନ ଦ୍ଵାରା କୋଲେଷ୍ଟ୍ରୋଲ୍ କମିବା ସହ ରକ୍ତଚାପ ହାଇପର ଟେନସନ୍କୁ ପ୍ରତିରୋଧ କରିଥାଏ ।
୧୦. ୨୫୦ ମିଲି ଚର୍ବ ରହିତ କ୍ଷୀର ମଧ୍ଯରେ ୯୦ କ୍ୟାଲୋରି ଶକ୍ତି, ୯ ଗ୍ରାମ ପ୍ରୋଟିନ୍ କିନ୍ତୁ ସେହି ପରିମାଣ ଦହିରେ ୯୮ କ୍ୟାଲୋରି ଏବଂ ୧୧ଗ୍ରାମ୍ ପ୍ରୋଟିନ୍ ଥାଏ । ତେଣୁ କ୍ଷୀର ଅପେକ୍ଷା ଦହି ଅଧିକ ପୃଷ୍ଟିକର ଖାଦ୍ୟ ।