ମାହାତ୍ମା ବୃଦ୍ଧଙ୍କ ବାଣୀ ପୃଷ୍ଠାରୁ

ଯାଇଥିଲେ । ସେ ଦେଖିଲେ ଜଣେ ବାସି ଛଅ ଟି ଦିଗକୁ ରକ୍ଷା କରି ମାଙ୍କ ପ୍ରତିମାତ କରୁଅଛି । ଏହି କଥା ଏ ଦିଗ ଗୁଡିକ ହେଲା ! ପୂର୍ବ, ପଶ୍ଚିମ, ଜଗର, ଦର୍ମାଣ, ଉପମନ ଏବଂ ଚକ । ଗତ ଭାବରେ ପ୍ରତ୍ୟେକ ତିନି ଦିନ ଧରି ଦେଇ ଯାରେ ସେ ଦିନ ଦୁଇ ବାଧେରେ କାମ ଥିଲା ସେ ବାରି ପାଖକୁ ଯାଇ ପାଟାରିରେ, ବାହୁରେ ଏ ସେ ମାଂଙ୍କ ପ୍ରଥମ କରୁଛି ଏ ଟିବର ତୁମକୁ କିଛି ଜଣା ଅଛି କି ଏ ବାକି ଜଳ ନିରଳ ରହିଲା ପରେ ଇଗ ରେ – ମହାଶୟ ଏସବୁ ମୋ ବାପା କରୁଥିଲେ ଏବଂ ମୋତେ କହୁଥିଲେ ଏହା କରିବା ପାଇଁ । ତେଣୁ ମୁଁ ଏ ଅଭ୍ୟାସ ଜାରି ରଖିଛି । ପରେ ବୁଦ୍ଧ କହିଲେ, ତୁମ ତମ ବାପାଙ୍କୁ ପଚାରି ଆଉ ଚାଲି ମୋତେ ଖୁଦ । ଯୁଦ୍ଧକଟି କରିଲେ ମହାଶୟ, ମୋ ବାପା ଜଳ ଧାମରେ ନାହାଁନ୍ତି । ବୁ ଉତ୍ତର ଦେଲେ – ତେବେ ତୁମେ ଏ ସମ୍ପରାକୁ ବଳାୟ ରଖିବା ପାଇଁ ଆଜି ପର୍ଯ୍ୟନ୍ତ ଏହି ଅଭ୍ୟାସ ଜାରି ରଖିଛି । ଠିକ ସେହି ବ୍ୟକ୍ତି ପରି ଅନେକ ଲୋକ ମାନେ ମା ଧର୍ମ ବିଷୟରେ ଚୌଣସି ଧାର ନଥାଇ ପରମ୍ପରା ଅନୁଯାୟୀ ପୂଜା ଓ ପାର୍ବଣ କରିଆସୁଛନ୍ତି । ଯାହା ଫଳରେ ଫଳପ୍ରାପ୍ତିର ଆଶା ନୈରାଶ୍ୟ ଜନକ ହୋଇଥାଏ । ଆମେ ଯେତେବେଳେ ଆମର ଏହି ପରମ୍ପରାର କର୍ମକାଶ ନୀତିନିୟମର ରହସ୍ୟ ଜାଣିବା ସେତେବେଳେ ଏହି ଅଭ୍ୟାସ କରିବା ଆଗ୍ରହ ବଢିବା ସହିତ ଧର୍ମ ଶବ୍ଦର ଅର୍ଥାତ ମାନେ ‘ଆନନ୍ଦ ପାଇବା” ପଥ ସୁଗମ ହୋଇଥାଏ । ଏବେ ପାପା ବୁଦ୍ଧ ଛଅ ଟି ଦିଗକୁ ସାଷ୍ଟାଙ୍ଗ ପ୍ରଣିପାତ କରିବାର ଉଦ୍ଦେଶ୍ୟ ଓ ରହସ୍ୟ ଉପରେ ବୁଝାଇଥିଲେ

ପୂର୍ବ ବିରକୁ ପ୍ରଣାମ କରିବାର ଅର୍ଥ – ପୂର୍ବ ଦିଗରେ ସୂର୍ଯ୍ୟ ଉଦୟ ହୁଅଷ୍ଟି । ସୂର୍ଯ୍ୟ ସକଳ ଶକ୍ତିର ଆଧାର । ଯେକି ସୃଷ୍ଟି କରା ରୂପରେ ପରିଚିତ । ତାହା ତୁମର ପିତା ମାତାଙ୍କ ସହ ସମାନ । ଯେଉଁ ପିତାମାତାଙ୍କ ଠାରୁ ତୁମେ ସୃଷ୍ଟି ହୋଇଛି ଏଠି ତୁମେ ସୂର୍ଯ୍ୟଙ୍କୁ ପ୍ରଣାମ କରିବା ମାନେ ତୁମର ପିତାମାତାଙ୍କୁ ପ୍ରଣାମ ସହ କୃତଜ୍ଞତା ଜ୍ଞାପନ କରୁଛ । ପଶ୍ଚିମ ଦିଗକୁ ପ୍ରଣାମ କରିବାର ଅର୍ଥ – ସୂର୍ଯ୍ୟ ଯେପରି ପୂର୍ବରୁ ଉଦୟ ହୋଇ ପଶ୍ଚିମରେ ଅସ୍ତ ଯାଆନ୍ତ ଠିକ୍ ସେହିପରି ତମେ

ପିତାମାତାଙ୍କ ଠାରୁ ସୃଷ୍ଟି ହୋଇ ସଂସାରରେ ସ୍ତ୍ରୀ, ନୂଆପିଲା, ଭାଇ ଭଉଣୀ , ବନ୍ଧୁବାନ୍ଧବ ମେଳରେ ଅସ୍ତ ଯାଅ । ସେଥିଲାଗି ତୁମେ ପଶ୍ଚିମ ସାଙ୍ଗ ପ୍ରଣିପାତ କରିବାର ଉଦ୍ଦେଶ୍ୟ ମା ଛୁଆପିଲା ଭାଇ ଭଉଣୀ ବନ୍ଧୁବାନ୍ଧବଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ ସହ କୃତଜ୍ଞତା ଜ୍ଞାପନ କରିବା । ଉତ୍ତର ଦିଗକୁ ପ୍ରଣାମ କରିବାର ଅର୍ଥ – ସଂସାରର ଜୀବନଯାପନ କାଳରେ ତୁମର ସେବା କରୁଥିବା ସେବଳ ବା କର୍ମଚାରୀ,

ସେବିକା, ପାଚିକା, ଧୋବି, ଡ୍ରାଇଭର ଆଦି, ତୁମର ଦୈନଦିନ କାର୍ଯ୍ୟର ଉତ୍ତର ଦାୟୀ, ସମସ୍ତ ସେବକଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ପ୍ରଣିପାତ କରିବାର ଉଦ୍ଦେଶ୍ୟ ନିନ୍ଦିତ ଅଛି । ଦକ୍ଷିଣ ଦିଗକୁ ପ୍ରଣାମ କରିବାର ଅର୍ଥ – ଦକ୍ଷିଣ ଦିଗ ହେଉଛି ଦକ୍ଷିଣାର ଦିଗ | ଦକ୍ଷିଣା କେବଳ ସେମାନଙ୍କୁ ଦିଆଯାଏ ଯେଉଁ ମାନେ ଦକ୍ଷିଣା ନେବାର ପଦବାଚ୍ୟ । ସେମାନେ ହିଁ ତୁମର ଗୁରୁ ଅଟନ୍ତି | ତେଣୁ ଦକ୍ଷିଣ ଦିଗକୁ ପ୍ରଣାମ କରିବା ଅର୍ଥ ଗୁରୁଙ୍କୁ

ପ୍ରଣାମ କରିବା ବା କୃତଜ୍ଞତା ଜ୍ଞାପନ କରିବା । ଉପର/ ଆକାଶ ଦିଗକୁ ପ୍ରଣାମ କରିବାର ଅର୍ଥ – ଆକାଶ ବା ସୁଗରେ ସେହି ମାନେ ବସବାସ କରିଥାନ୍ତି ଯେଉଁମାନେ ଅମୃତସ୍ୟ ପୁତ୍ର,ଦେବ ପୁରୁଷ, ପରମାତ୍ମା, ସନ୍ଥ, ମୁନି, ଋଷିଗଣ । ତେଣୁ ଉପରକୁ ପ୍ରଣାମ କରିବା ଅର୍ଥ ଏସମସ୍ତ ଦେବ ପୁରୁଷ

ମାନଙ୍କୁ ପ୍ରଣାମ କରିବା ସହ କୃତଜ୍ଞତା ଜ୍ଞାପନ କରିବା ।

ଭୂତଳ/ ନର୍କ ଦିଗକୁ ପ୍ରଣାମ କରିବାର ଅର୍ଥ – ଭୂତଳ ବା ଟର୍କ ରେ ସେମାନେ ବସବାସ କରନ୍ତି ଯେଉଁମାନେ କାମନା, ଲୋଭ, କ୍ରୋଧ, ମୋହ, ମଦ, ମାଣ୍ଡୁର୍ଯ୍ୟ ଆଦିରେ ଉତ୍ତପୁର । ଏଣୁ ମଣିଷ ସେମାନଙ୍କ ଠାରୁ କିଛି ପରିମାଣରେ ହେଉ ବା ସମ୍ପୂର୍ଣ ହେଉ ହ୍ରାସ କରିପାରି ଥିବାରୁ ତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ ସହ ଧନ୍ୟବାଦ ପ୍ରଣିପାତ କରିଥାଏ । ଏହିପରି ଭାବରେ ପ୍ରତ୍ୟେହ ଛଅ ଦିଗକୁ କୃତଜ୍ଞତା ଜ୍ଞାପନ କରି ପରମ୍ପରାର ଅଧିକୁ ବୁଝି ପାଳନ କଲେ ନିଶ୍ଚିତ ଭାବରେ ତାର ସୁଫଳ ବ୍ୟକ୍ତି ବିଶେଷ ଉପରେ ପ୍ରଭାବ ପଡିବ ଏଥିରେ ସନ୍ଦେହ ନାହିଁ ।

Leave a Reply

Your email address will not be published. Required fields are marked *