ମା ପଞ୍ଚମୁଖୀ ଗାୟତ୍ରୀ

ଓଁ ଭୂ ମୁଁ ଡଃ ଡଃ ତସବିଚୂର୍ବରେଣ୍ୟ ଭଗେ ଦେବସ୍ୟ ଧୀମହି ଧୟୋ ୟୋନଃ ପ୍ରଚୋଦୟାତ।

ମନ୍ତ୍ର ଉପକାରିତା ଉପରେ ଅଧୁକାଂଶ ବ୍ୟକ୍ତି ସଚେତନ ନଆରି । ଆମ ଧର୍ମରେ ଅନେକ ମନ୍ତ୍ର ଲିଖିତ ଅଛି । ସବୁଠାରୁ ସହଜ ଓ ସରଳ ମନ୍ତ୍ର ଦୁଇ ଅକ୍ଷର ନାମ ବିଶିଷ୍ଟ ” ଗ୍ରାମ ମନ୍ତ୍ର”, ଯକୁ ପାଠ କଲେ ମଣିଷ ଭବ ସାଗରୁ ପାର ହୁଏ । ତା’ପରେ ଛଅ ଅକ୍ଷର ନାମ ବିଶିଷ୍ଟ ମନ୍ତ୍ର “ ଓଁ ନମଃ ଶିବାୟ”, ଏହାକୁ ଜପ କଲେ ଆମର ଦୁଃଗୁଣ ଗୁଡିଳ ତ୍ୟାଗ ନୋଇବା ସଂଗେ ସଂଗେ ନିଜକୁ ସର୍ବଶକ୍ତିମାନ ଜରାଇଥାଏ । ବାର ଅକ୍ଷର ନାମ ବିଶିଷ୍ଟ ମନ୍ତ୍ର “ ଓଁ ନମଃ ଭଗବତେ ବାସୁଦେବାୟ”, ଏହି ମନ୍ତ୍ର ଅଭିମୁଖୀ କରିବା ସହ ମେରୁଦଣ୍ଡର ପାଖରେ ଥିବା କୁଣ୍ଡଳିନୀ ଶକ୍ତିରେ ଶକ୍ତି ଇରିଦିଏ । ବତିଶ ଅକ୍ଷର ନାମ ବିଶିଷ୍ଟ ମନ୍ତ୍ର “ମହାମୃତ୍ୟୁଞ୍ଜୟ ମନ୍ତ୍ର”, ଯାହା ମୋକ୍ଷ ପ୍ରଦାନକାରୀ ଅଟେ । ଚବିଶ ଅକ୍ଷର ନାମ ବିଶିଷ୍ଟ ମନ୍ତ୍ର ଗାୟତ୍ରୀ ମନ୍ତ୍ର, ଯାହା ଉଚ୍ଚପଦ ଖ୍ୟାତି ପ୍ରଦାନକାରୀ, ହିତକାରୀ, ଆଶିଷ ପ୍ରଦାନକାରୀ, ଆଲୋକ ପ୍ରଦାନକାରୀ, ଧୀଶକ୍ତି ଜାଗ୍ରତକାରୀ, ଶକ୍ତିଶାଳୀ ଆତ୍ମସାକ୍ଷାତକାରୀ ମନ୍ତ୍ର । ଏହା ଚବିଶ ଅକ୍ଷର ବିଶିଷ୍ଟ ଯାହାକୁ କୋଟି କୋଟି ଲୋକ ହଜାର ହଜାର ବର୍ଷ ଧରି ଜପ କରି ଆସୁଛନ୍ତି, ଏହା ଆତ୍ମ ସାକ୍ଷାତକାର ଓ ଭଗବାନଙ୍କ ସଂପର୍କକୁ ସୁଦୃଢ କରି ଆସୁଛି । ଆଧ୍ୟାତ୍ମିକ ଜଗତରେ ଯେଉଁ ପୂଣ୍ୟାତ୍ମାମାନେ ପରମାତ୍ମାକୁ ପ୍ରାପ୍ତ କରିଛନ୍ତି ତାହାର ଅନେକ ଉଦାହରଣ ଓ ପ୍ରମାଣ କ ଆମେ ଶାସ୍ତ୍ରରୁ ପାଇ ସାରିଛୁ। ବେଦ ହେଉଛି ଭଗବାନଙ୍କର ନିଃଶ୍ବାସ କହିଲେ ଅତ୍ୟୁକ୍ତି ହେବ ନାହିଁ | ସେଥୁମଧ୍ୟରୁ ଗାୟତ୍ରୀ ମନ୍ତ୍ର ବେଦର ମୂଳଦୁଆ କହିଲେ ଚଳେ । ଗାୟତ୍ରୀ ମନ୍ତ୍ରକୁ ହାଲୁକା ଓ ସଉକ ଭାବରେ ଗ୍ରହଣ କରିବା ଉଚିତ ନୁହେଁ । ଏହା ବିଶ୍ଵାସ, ଶୃଙ୍ଖଳା ଏବଂ ମାନସିକ ଓ ଶାରୀରିକ ଶୁଦ୍ଧତା ସହ ନିୟମିତ ଜପ କଲେ ତାହାର ଫଳ ମିଳିଥାଏ । ଇଂରାଜୀରେ ଅଛି; E “Science tells first see and then believe, but spiritual science tells first believe and then see” ବିଜ୍ଞାନ କହେ ପ୍ରଥମେ ଦେଖ, ପରେ ବିଶ୍ବାସ କର । କିନ୍ତୁ ଆଧ୍ୟାତ୍ମିକ ବିଜ୍ଞାନ କହେ ପ୍ରଥମେ ବିଶ୍ବାସ କର, ପରେ ଦେଖ। ଗାୟତ୍ରୀମନ୍ତର ପାଞ୍ଚଗୋଟି ମୁଖ ; ଯାହା ପାଞ୍ଚ ପ୍ରାଣକୁ ସୂଚାଏ, ଏହି ପାଞ୍ଚପ୍ରାଣ ପଞ୍ଚଭୂତକୁ ସୂଚାଏ; ଏହା ଆକାଶ, ବାୟୁ, ଅଗ୍ନି, ମୁଁ ଜଳ ଓ ପୃଥବୀ । ଗାୟତ୍ରୀମତ୍ରରେ ପାଞ୍ଚଟି ମୁଖର ପାଞ୍ଚଟି ବିରାମରେ ଉଚ୍ଚାରଣ କରାଯାଏ ଯଥା; (୧) ଓଁ – ବିରାମ (୨) କୁଁ କୁ ବଂୟଃ – ବିରାମ (୩) ତପ୍ତବିଚୂର୍ବରେଣ୍ୟ – ବିରାମ

(୪) ଭଗୌଦେବସ୍ୟ – ବିରାମ (୫) ଧୀମହି ଧୁନଃ ପ୍ରଚୋଦୟାତ – ବିରାମ । ଗାୟତ୍ରୀମନ୍ତ୍ର ଶ୍ରଦ୍ଧା ଓ ଭକ୍ତିର ସହ ତ୍ରିକାଳ ସନ୍ଧ୍ୟା ପାଠକଲେ । ସକାଳ, ମଧ୍ୟାହ୍ନ ଓ ସନ୍ଧ୍ୟା ) ପାଠ କଲେ ନିଜ କର୍ମଇନ୍ଦ୍ରିୟ ଗୁଡିକ ସଠିକ ପରିଚାଳିତ ହୋଇଥାନ୍ତି। ଗାୟତ୍ରୀମନ୍ତ୍ର ସ୍ନାନ ପରେ ଓ ଖାଦ୍ୟ ଗ୍ରହଣ କରିବା ପୂବରୁ ପାଠ କରିବା ଉଚିତ୍ ୩) ବିଧି ଅନୁସାରେ ଗାୟତ୍ରୀମନ୍ତ ଦିନକୁ ୧୦୮ ଥର ଜପ କରିବା ଉଚିତ୍ । କିନ୍ତୁ ନିଜର ବିଶ୍ଵାସ, ଶ୍ରଦ୍ଧା, ଏକାଗ୍ରତା ଉପରେ ଯେତେ ସମୟ ପାରିବେ ଉଚ୍ଚାରଣ କରିପାରିବେ । (୪) ମହିଳାମାନେ ବେଳେ ବେଳେ ଦୁଃଖିତ ହୁଅନ୍ତିଯେ, ସେମାନେ ମାସିକ ଋତୁସ୍ରାବ ସମୟରେ ନିୟମିତ ଗାୟତ୍ରୀ ମନ୍ତ୍ର ଜପରୁ ବିରତ ରହୁଛନ୍ତି । କିଛି ଆଧ୍ୟାତ୍ମିକ ଦୃଷ୍ଟିରୁ ଏହା F ଠିକ୍ ନୁହେଁ । ଏହା ପୂର୍ବରୁ ଆଧ୍ୟତ୍ମିକତାର ଏକ ଅପ୍ରାକୃତିକ ବ୍ୟବସ୍ଥା ଥିଲା । (୫) ପିଲାମାନେ ନିୟମିତ ସାୟତ୍ରୀ ମନ୍ତ୍ର ପାଠ କରିବା ବିଧେୟ । କାରଣ, ଏହି ମନ୍ତ୍ରର ଶକ୍ତି ଧୀଶକ୍ତିକୁ ଜାଗ୍ରତ କରାଏ । ପିଲାଙ୍କର ମସ୍ତିସ୍କର ବିକାଶ ସହ ଏକାଗ୍ରତା ବୃଦ୍ଧି କରାଇଥାଏ। (୬) ଯେତେବେଳେ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରାଯାଏ, ସେତେବେଳେ ସମସ୍ତ ଶବ୍ଦ ଗୁଡିକ ସ୍ପଷ୍ଟ ଓ ସୁମଧୁର ହେବା ଉଚିତ୍। କଦାପି ଅସ୍ପଷ୍ଟ, ଖଳି ମାରିବା, ଶିଘ୍ର ଶିଘ୍ର ହେବା ଉଚିତ ନୁହେଁ । ଏହି ଆଳସ୍ଥିର କ ସହ ପାଠ କରିବା ଉଚିତ୍, ଯେପରି ପାଟିରେ ସୁନ୍ଦର ଚକଲେଟ କିମ୍ବା ଆଇସକ୍ରିମ୍ ଟିଏ ଆନନ୍ଦର ସହ ଖାଇଥାନ୍ତି । ( ଗତ ୧୩,୦୭, ୨୦୨୨ ରିଖ ରବିବାର କୃଷକ ସମାଚାର ପରିସରରେ ଥ‌ିବା ମା ପଂଚମୁଖୀ ଗାୟତ୍ରୀ ମନ୍ଦିର ପ୍ରଥମ

ବାର୍ଷିକ ପ୍ରତିଷ୍ଠା ଉତ୍ସବ ଅବସରରେ…

Leave a Reply

Your email address will not be published. Required fields are marked *