ଲବଙ୍ଗର ସାସ୍ଥ୍ୟ ଉପକାରିତା

ଲବଙ୍ଗର ସାସ୍ଥ୍ୟ ଉପକାରିତା

ଭାଗର ପରିଷ୍ଠ ନିରିକ୍ଷା ବେଳେ ଆମେ ଜାଣିଥାଉ ଯେ ଆମ ଶରୀରର ଭିଟାମିନ୍ , ଖଣିକ

ଯାର ଆଦି ଅବାବରେ ବିଭିନ୍ନ ପ୍ରକାରଲା ଭୋଗ ଦେଖାଯାଇଥାଏ । ତେଣୁ ଆମେ କୃତ୍ରିମ ଉପାୟରେ ଭିଟାମିନ ଓ ଖଣିକ ସାରଗ

। କଷଣ କରନ୍ତୁ ଏବଂ ରୋଗଠାରୁ ମୁକ୍ତ ହୁଅନ୍ତି । ଯଦି ଆମେ ପ୍ରାକୃତିକ ଉପାୟରେ ପାଖରେ ମିଳିଥିବା ଖାଦ୍ୟକୁ ଭିଟାମିନ୍ ଓ

ଅଣିକ ବାର ପ୍ରତ୍ୟେହ କିଛି ପରିମାଣରେ ଖାଦ୍ୟ ମାଧ୍ୟମରେ ଗ୍ରହଣ କରନ୍ତି ତାହାହେଲେ ନିଶ୍ଚିତ ଭାବରେ ସୁସ୍ଥ ନିରୋଗ ରହିପାରିବା । ଯଦି ଆମେ ଆସିଥିବା ଖାଦ୍ୟନରେ କଣ ଅଛି ଏବଂ ତାହା କେତେ ପରିମାଣରେ ଅଛି ଏବଂ ତାହା ସଠିକ ପରିମାଣରେ ପ୍ରତ୍ୟେକ ଦିନ ଖାଦ୍ୟ ଖାଇବାରେ ଅଭ୍ୟାସ କରିବା ତେବେ ଅସମ୍ଭବ ଭୋଗର ଶିକାର ହେବା ନାହିଁ । ଲବଙ୍ଗରେ । ସବୁଠାରୁ ପ୍ରସାଦ ଶସ୍ୟ ସ୍ୱାସ୍ଥ୍ୟ ଉପକାରିତା ଅଜ୍ଞ ତାହା ଜାଣିଲେ ଆମେ ଆଶ୍ଚର୍ଯ୍ୟ ହେବା । ଲିଳିଙ୍ଗ ହେଉଛି ଏକ ଗଛର ଫୁଲ । ଏହା ବିର ସବୁଳ । ଯାହା ସିନିନିୟମ ଅଲୋମାଟିକମ ଭାବେ ଜଣାଶୁଣା । ଏହା ପାନ ମସଲା, ଗରମ ମସଲା, ବହୁମୁଖି ମଉଳା, ପାନୀୟ ରେ ସ୍ନାନ ମିଶାଇବା ପାଇଁ ଓ ରକ୍ତତା ଆଣିବା ପାଇଁ ବ୍ୟବହୃତ ହୁଏ

୧. ଲବଙ୍ଗରେ ଗୁରୁତ୍ବ ପୂର୍ଣ ପୋଷକତତ୍ତ୍ବ ଥାଏ । ଲବଙ୍ଗରେ ଫାଇବର, ଭିଟାମିନ, ଖଣିକ ସାର ପରି ଗୁରୁତ୍ବ ପୂର୍ଣ ଖାଦ୍ୟ

ରହିଥାଏ । ଗୋଟିଏ କାମକ ୨ ଗ୍ରାମ ଲବଣ ମୁଣ୍ଡରେ ଶକ୍ତି ଓ କାଲିବା, କାର୍ଲସ ୧ ଗ୍ରାମ, ତନ୍ତୁ ୧ ଗ୍ରାମ୍ ମାଙ୍ଗାନିକ ବିଭି

-୧୫୪, ଭିଟାମିନ ସେ କିଛି । ଥାଏ!!

୨. ଲବଙ୍ଗ ମସ୍ତିସ୍କର ସଠିକ୍ ପରିଚାଳନା କଲେ :- ଏଥିରେ ଥିବା ମାଙ୍ଗାନିକ ଏହାର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନେଇଥାଏ ।

୩. ଆଣ୍ଟିଅକ୍ସିଡେଣ୍ଟ ଅଧିକ ଥାଏ – ଆଣ୍ଟିଅନୁଚେଷ ହେଉଛି ଏକ ଯୌଗିକ, ରାସାୟନିକ ପଦାର୍ଥ ଯାହା କୋଷରେ ଅମ୍ଳକାନର ଚାପକୁ ହ୍ରାସ କରିଥାଏ ଏବଂ ପୁରୁଣା ଭୋଗର ବିନାଶରେ ସହାୟକ ହୋଇଥାଏ । ଇବଙ୍ଗରେ ଇରକନୋଲ । ନାମକ ଏକ ଯୌଗିକ ପଦାର୍ଥ ରହିଥାଏ ଯାହା ପ୍ରାକୃତିକ ଆଣ୍ଟିଅକ୍ସିଡେଣ୍ଟ ଭାବରେ କାମ କରିଥାଏ । ସଂକ୍ଷେପରେ ଇଉକେଳ ସମେତ ଆଣ୍ଟିଅକ୍ସିଡେ ଲବଙ୍ଗରେ ଅଧିକ ଥାଏ ଯାହା ଅମ୍ଳଜାନର ଚାପକୁ ହ୍ରାସ କରିଥାଏ ।

୪. ଲବଙ୍ଗ କର୍କଟ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ: କେତେକ ଅନୁସନ୍ଧାନରୁ ଲବଙ୍ଗରୁ ମିଳୁଥିବା କରିବେନୋଲ କର୍କଟ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏକ ବୈଜ୍ଞାନିକ ଅନୁସନ୍ଧାନରୁ ଜଣାପଡିଛି ଯେ ଲବଙ୍ଗ ନିର୍ବାହ ଟ୍ୟୁମର ବୃଦ୍ଧିକୁ ବନ୍ଦ କରିବାର ସାହାଯ୍ୟ କରିଥାଏ ଏବଂ କର୍କଟ କୋଷର ମୃତ୍ୟୁକୁ ପ୍ରୋତ୍ସାହିତ କରିଥାଏ । ଅନ୍ୟ ଏକ ଅଧ୍ୟୟନରୁ ଫଳାଫଳରୁ ଜଣାପଳିଛି ଯେ ଏ ଏମ୍ଏସ୍ ଇବଙ୍ଗ ତେଲ ୮୦% ଅବଦାଳାଇ କର୍କଟ କୋଷରେ ବୋଷ ମୃତ୍ୟୁ ଘଟାଇଥାଏ ।

୫. ଲବଙ୍ଗ ଜୀବାଣୁ କୁ ମାଲିପାରେ । ଲବଙ୍ଗରେ ଆଣ୍ଟିମାଇକ୍ରୋବିୟାଲ ଗୁଣ ଥିବାର ଦେଖାଯାଏ । ଅର୍ଥାତ ସେମାନେ ଜୀବାଣୁର ବୃଦ୍ଧିକୁ ତୋଳି ପାରିଥାଆନ୍ତି । ଏକ ଆୟନରୁ ଜଣାପଡିଛି ଯେ ଲବଙ୍ଗ ତେଲ ୩ ଟି ସାଧାରଣ ପ୍ରକାର ଜୀବାଣୁକୁ ପାଡି ଦେଇଯାଇଛି । ଯଥା ବା କର କି ପାଳଟିଆ ଏବଂ ପ୍ରସହର ରେ ଗର ଜୀବା ଆଦିକୁ ମାଟି ପରୁଛି । ଏକ ଅଧ୍ୟୟନରୁ ଜଣାପଡିଛି ଯେ ବା ଗଛର ତେଲ ଲବଙ୍ଗ ର ବେସନ କୁ ନେଇ ଗଠିତ ହର୍ବଲ ପାଟି ସଫା କରିବା ଔଷଧ ବା ମାଇଥ ାସ୍ ବ୍ୟବହାର ପରେ ପାଟିରେ ଜୀବାଣୁର ପରିମାଣ କମ ଦେଖାଯାଇଥିଲେ ନିୟମିତ କ୍ଲସ ଏବଂ ସଠିକ ପାଚନ ସ୍ଵଚ୍ଛତା ମିଶି ଲବଙ୍ଗର ଆଦ୍ୟାକ୍ଟେରିଆଲ ପ୍ରଭାବ ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ।

୬, କାଳର ସ୍ବାସ୍ଥ୍ୟକୁ ପ୍ରାତ୍ସାହନ ଦେଇଥାଏ। ବୟସ୍କ ବ୍ୟକ୍ତି ମାନଙ୍କର ଦୃତ ଗତିରେ ଅସ୍ଥିମଜ୍ଜା ହାତର କୋଷର କ୍ଷୟ ଘଟିଥାଏ । ଏହା ଓଡିଆପୋରୋସିସ୍ ଭାବରେ ଜଣାଶୁଣା । ଲବଙ୍ଗର କେତେକ ଯୌଗିକ ପଦାର୍ଥରୁ ଯଥା ଜଉଳେନୋଲ ଅଧିକ ପରିମାଣରେ ଲବଙ୍ଗରେ ଥିବାରୁ ଏହା ଔଷ୍ଟିଅପରୋସିସ୍ ରୋଗର ଉପଶମ କରିବା ସହିତ ହାଚର ପନତ୍ବ ଓ ଶକ୍ତି ବୃଦ୍ଧି କରିଥାଏ ।

୨. ଲବଙ୍ଗ ପେଟର ଘାକୁ ହ୍ରାସ କରି ପାରେ: ଲବଙ୍ଗରେ ମିଳୁଥିବା ଯୌଗିକ ପଦାର୍ଥରେ ପେଟରେ ଅଲସର ଚିକିତ୍ସାରେ ସାହାଯ୍ୟ କରିଥାଏ । ପେସ୍ଟିନ୍‌ ଅଲସର ଭାବରେ ଜଣାଶୁଣା ପେଟରେ ଥିବା ଅଶୋଫଳସ୍ କିମ୍ବା ବିଳ ର ପତଳା ପରବାରେ କ୍ଷତ ସୃଷ୍ଟି କରିଥାଏ । ଲବଙ୍ଗକୁ ଏକ ପଶୁ ଉପରେ ଅଧ୍ୟୟନ କରି ଜଣାଯାଇଛି ଯେ ଲବଙ୍ଗ ପାଚକ ରସ ବୃଦ୍ଧି କରିବା ସହ ପରଦା କ୍ଷୟ କରିବାର ପ୍ରତିବନ୍ଧକ ଭାବରେ କାର୍ଯ୍ୟ କରିଥାଏ ଯାହା ହଜମ କାରି ଏସିଡ୍ ରୁ ପେଟର ପରଦାକୁ କ୍ଷୟକୁ ରୋକିଥାଏ ।

୮. ଯକୃତ ସ୍ଵାସ୍ଥ୍ୟର ଜନ୍ନତ ଆଣିରେ : ଯକୃତ ପାଇଁ ଲବଙ୍ଗରେ ଥିବା ଉପକାରି ଇଉକେନୋଲ ବିଶେଷ ଲାଭ ଦାୟକ – ହୋଇଥାଏ । ପଶୁ ଉପରେ ଗବେଷଣା କରାଯାଇ ଜଣାଯାଇଛି ଯେ ଲବଙ୍କରେ ମିଳୁଥିବା ଇଉକେନୋଲ ଯକୃତ ସିରୋସିସ୍ – ଯକୃତ ଦାଗ ରୋଗକୁ ଭଲ କରିଥାଏ । ଏହା ମଧ୍ୟ ଅନୁସନ୍ଧାନରୁ ଜଣାପଡିଛି ଯେ ଲବଙ୍ଗରେ ମିଳୁଥିବା ଯୌଗିକ ପଦାର୍ଥ ରକ୍ତରେ ଥିବା ସର୍କରା ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ରକ୍ତ କୋଷରେ ଟିନି ମାତ୍ରା ବୃଦ୍ଧି, ଇନ୍ତୁଲିନ ସ୍ରୋତ ବୃଦ୍ଧି ଏବଂ ଜମ୍ବୁଳି ନଭଜତ୍ପାଦନ କରୁଥିବା କୋଷ ଗୁଡିକର ଜନ୍ନତି ଆଣିବା ପାଇଁ ଲବଙ୍ଗ ସାହାଯ୍ୟ କରିଥାଏ ।

ସଲିତା ପ୍ରଧାନ, ଦାରିଙ୍ଗବାଡି କନ୍ଧମାଳ

Leave a Reply

Your email address will not be published. Required fields are marked *