ଛେଳିର ବିଭିନ୍ନ ରୋଗ ଓ ତାର ପ୍ରତିଷେଧକ ବ୍ୟବସ୍ଥା
-: ଛେଳିଙ୍କ ରୋଗ ପ୍ରତିଷେଧକ ବ୍ୟବସ୍ଥା :-
ଛେଳି କେତେକ ପ୍ରକାରର ସଂକ୍ରାମକ ରୋଗ ଦ୍ଵାରା ଆକ୍ରାନ୍ତ ହୋଇଥାନ୍ତି। ତେଣୁ ସେମାନଙ୍କୁ ଏଥୁରୁ ରକ୍ଷା କରିବା ପାଇଁ ପ୍ରତିଷେଧକ ମୂଳକ ବ୍ୟବସ୍ଥା ରୋଗ ଆରମ୍ଭ ହେବା ଆଗରୁ ଗ୍ରହଣ କରିବା ଉଚିତ୍। ସେଥିପାଇଁ ଚାଷୀ ଭାଇମାନେ ଛେଳିଙ୍କ ପାଇଁ ନମ୍ନମତେ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ ।
-: ଛେଳିଙ୍କ ଟୀକାଦାନ ସାରଣୀ :-