ପୂର୍ବବର୍ଷି ସଂଖ୍ୟାର ଭାଗ – ୩
-: ଛେଳିଙ୍କ ରୋଗ ପ୍ରତିଷେଧକ ବ୍ୟବସ୍ଥା :-
ଛେଳି କେତେକ ପ୍ରକାରର ସଂକ୍ରାମକ ରୋଗ ଦ୍ଵାରା ଆକ୍ରାନ୍ତ ହୋଇଥାନ୍ତି। ତେଣୁ ସେମାନଙ୍କୁ ଏଥୁରୁ ରକ୍ଷା କରିବା ପାଇଁ ପ୍ରତିଷେଧକ ମୂଳକ ବ୍ୟବସ୍ଥା ରୋଗ ଆରମ୍ଭ ହେବା ଆଗରୁ ଗ୍ରହଣ କରିବା ଉଚିତ୍ । ସେଥୁପାଇଁ ଚାଷୀ ଭାଇମାନେ ଛେଳିଙ୍କ ପାଇଁ ନିମ୍ନମତେ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ ।
-: ଛେଳିଙ୍କ ଟୀକାଦାନ ସାରଣୀ :-