ଚାଷୀ ତାର ଆୟକୁ ଦ୍ଵିଗୁଣିତ କରିବାକୁ ହେଲେ ନିଜକୁ ଅପଡେଟ୍ କରିବାକୁ ପଡିବ । ଏହି ଦୁନିଆରେ ଯିଏ ନିଜକୁ ଅପଡେଟ୍ ନ କରି ପାରିଲା ସେ ଯନ୍ତ୍ର ହେଉ ବା ଜୀବ ସହିତ ଏହି ସମାଜରେ ତାଇ ଲୀନ ହେଲା । ଯଥା ବଳ୍କ/ଲ୍ୟାପ୍ସି ପୁରୁଣା ସ୍କୁଟର, ଆମ୍ବାସାଦର କାର୍, ମୋଟରେଲା ଫୋନ ନିଜକୁ ଅମ୍ୱିକେଟ୍ କରି ନ ପାରୁଥିବାରୁ ତାହା ସର ଆଜି ଭଳି ଯାଇଛି । ସେହିପରି ଜୀବ ମାନଙ୍କ ମଧ୍ୟରେ ଅନେକ ପ୍ରଜାତିର ଆରମ୍ଭ କରି ଅନେକ ଡାଇନୋସର ଠାରୁ ସବୁ ଅପ୍ଟ୍ କରି ଜୀବ ନିଜ ଶରୀରକୁ ଯୁଗ । ଦୁନିଆରୁ ଭଲାନ୍ ପାରିନଥିବାରୁ ସେମାନେ ହୋଇଯାଇଛନ୍ତି । କିନ୍ତୁ ଅସରପା ଛୋଟିଆ କୀଟ ଟିଏ ହେଲା ସୁଦ୍ଧା ନିଜକୁ ଅପଡେଟ୍ ଅ । ର ର ର କରିପାରିଥିବାରୁ ସୃଷ୍ଟିରେ ରହି ଆସିଛି । ଠିକ ସେହିପରି ଚାଷରେ ଚାଷୀ ପାରମ୍ପରିକ ଧାନ ପ୍ରକାର ଆଧୁନିକ ଚାଷରେ ନିଜକୁ ଅପ୍ଟ୍ କରିବାକୁ ପଡିବ । ଏହି ନୂତନ ଚାଷର ଫଳ, ପନିପରିବା ବଡ ସାସ୍ଥ୍ୟକର ଓ ପୃଷ୍ଟି ପୋଷକ ହୋଇଥବବାରୁ ଏହାର ଚାହିଦା ସମାଜରେ ବଢି ଚାଲିଛି । ସେହି ଚାଷ ମଧ୍ଯରେ ଡ୍ରାଗନ୍ ଫଳ ଅନ୍ୟତମ । ଏହିଫଳ ବିଦେଶ ତଥା ଆମ ଦେଶ ଓ ଓଡ଼ିଶାରେ ଲୋକପ୍ରିୟ ହୋଇ ପାରିଛି । ଏହାର ଚାହିଦା ଓ ଦାମ ବୃଦ୍ଧି ପାଉଛି । ଆମ ଦେଶର ଜଳବାୟୁରେ ମଧ୍ଯ ଭଲ ବଢିପାରୁଛି । ଚାଷୀମାନେ ସଫଳତାର ସହ ଏହାକୁ ଚାଷ କରି ଏକର ପିଛା ୪ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି ।
ଗୋଟିଏ ଡ୍ରାଗନ୍ ଫଳର ପୃଷ୍ଟି ସାରରେ ଥାଏ : କ୍ୟାଲୋରି – ୧୩୬ ଗ୍ରାମ୍, ପ୍ରୋଟିନ୍ – ୩ ଗ୍ରାମ୍, ତନ୍ତୁ- ୭ ଗ୍ରାମ୍, ଆଇରନ୍ – ୮%, ଚର୍ବି – ୦, ଶ୍ଵେତସାର – ୨୯ ଆଇ.ଡି.ଆଇ, ଭିଟାମିନ୍ ଇ- ଆର, ଡି, ଆଇ ର ୪% ମ୍ୟାଗ୍ନେସିୟମ୍ – ୧୮%, ଭିଟାମିନ୍ ସି – ୯%
-: ଭାଗଫଳର ପୃଷ୍ଟିସାର :-
– ଭାଗଲ୍ଫଳର ସ୍ବାସ୍ଥ୍ୟ ଉପକାରିତା :-
୧. ଏହା ଆଂଟି ଅକ୍ସିଡେନ୍ ( ରୋଗ ପ୍ରତିରୋଧକ )ର ପଦାର୍ଥ ଯଥା ଫୁଡେନଏଡ୍, ଫିନୋଲିକ୍ ଏସିଡ ଏବଂ ଦିଟା ଭେନସ୍ ରେ ଭରପୁର ଥାଏ ।
ଏହା ପ୍ରାକୃତିକ ଚର୍ବି ବିହିନ ଏବଂ ତନ୍ତୁ ବହୁଳ
୩. ଏହା ମଧୁମେହ ରୋଗକୁ ପ୍ରତିରୋଧ କରେ ।
୪. ଏହାର ବିଶେଷ ଗୁଣ ଏହା ପ୍ରୋବାଇଓଟିକ୍ ରେ ଭର୍ପୁର ଯାହା ଦ୍ବାରା ସୁସ୍ଥ ଉପକ ଜୀବାଣୁକୁ ଅତଃ ନଳିରେ ପର୍ଷ କରିବାରେ
ସାହାଯ୍ୟ କରେ ।
ଏହା ରୋଗପ୍ରତିରୋଧକ ଶକ୍ତି ବହୁ ପରିମାଣରେ ନିସ୍କୃତ କରାଏ ତେଣୁ ଏହାକୁ ସୁପର ସର୍ବଶ୍ରେଷ୍ଠ ଫଳ
ରୂପେ ଆଜି ବଜାରରେ ପରିଚିତ । ଜାଗନ ଫଳ ଦେଖିବାକୁ କିପରି : ଏହି ଫଳ ଥାଇଲାଣ, ଭିଏତ୍ ନାମ ଓ ଶ୍ରୀଲଙ୍କା ମୂଳ ବାସସ୍ଥାନ ।
ଏହା ଭାରତ ବିସ୍ତାର ଲାଭ କରିଛି । ଏହାର ତତ୍ତମ ସ୍ବାସ୍ଥ୍ୟକାରି ସାବିଷ୍ଟ ଗୁଣ ଯୋଗୁଁ ବାହିଦା ବୃଦ୍ଧି ପାଇଛି । ବର୍ତ୍ତମାନ ଭାରତ ଏହାର ଦାମ୍ କେଜି ୧୫୦ ଟଙ୍କାରୁ ୨୫୦ ଟଙ୍କା ରହିଛି । କମ୍ ବର୍ଷା ଓ ପାହାଡିଆ ଅଂଚଳରେ ଏହି ଫଳ ଭଲ ଆମଦାନୀ ହୁଏ । ଏହି ଫଳ ଓ ଗଛ ଦେଖିବାପାଇଁ ସୁନ୍ଦର ହୋଇଥିବାରୁ ଏହା ଏକ ଆଳଙ୍କାରିକ ଲତା ଫଳ ରୂପରେ ପରିଚିତ । ଏହି ଫଳର ରଙ୍ଗ ଲାଲ୍, ଗୋଲାପି, ହଳଦିଆ, ଧଳା ଆଦି ଅଟେ |
ଡ୍ରାଗନ ଫଳର କିଷମ : ୩ ବିଷମର ଦ୍ରାଗନ୍
ଫଳ ଉପଲବ୍ଧ ହୁଏ ।
1. ହାଇଲ ସରେସ୍ଅନ୍ଟ୍ସ – ଏହାର ରଙ୍ଗ ନାଲି କିମ୍ବା ଗୋଲାପି ଏବଂ ଏହାର ମାଂସଳିଆ ଅଂଶ ଧଳାରଙ୍ଗର
2. ହୋଇଲ ସିରସ୍ ମେଗେଲା – ଏହା ହଳଦିଆ ରଙ୍ଗ ଏବଂ ଧଳା ମାଂସାଳିଆ ଫଳ ।
3. ହାଇଲ ସିରସ୍ କୋଷ୍ଠା ରିୟା ସେନେସିସ୍ – ଏହା ଲାଇ
ଡ୍ରାଗନ୍ ଫଳର ଚାରାର ଦାମ୍ ବଜାରରେ ୫୪ ଟଙ୍କାରେ ମିଳୁଛି । ଏହା ମଧ୍ୟ ଅନ୍ଲାଇନ୍ ବଜାରରେ ଉପଲବ୍ଧ । ଏହାର ୨୦ ଫୁଟ୍ ଉଚ୍ଚତା ପର୍ଯ୍ୟନ୍ତ ବଢେ । ଡ୍ରାଗନ୍ ଚାରାରୁ ଫଳ ପାଇବାକୁ ହେଲେ ୧୮ ରୁ ୨୪ ମାସ୍ ଲାଗେ । ବର୍ଷକୁ ଏହା ୪ ରୁ ୫ ଥର ଫଳ ଦେଇଥାଏ । ଗୋଟିଏ ବୁଦାରୁ ୨୦ ରେ ୨୫ କେଜି ଫଳ ମିଳିଥାଏ । ଉତ୍ତମ ପରିଚାଳନାରେ ୬୦ ରୁ ୮୦ କେଜି ଫଳ ଫଳିବାରେ ରେକର୍ଡ ଅଛି । ହାରାହାରି ଅମଳ ଏକର ପିଛା ୫ ରୁ ୬ ଟନ୍ ହୁଏ ।
ଜଳବାୟୁ : ଏହା ଅନୁନ୍ନତ ମୃରିକା ତଥା ବାଲିଆ, ଲୁମି, କାଦୁଆ ଆଦି ମାଟିରେ ଟ୍ରଫିଟାଲ ଜଳବାୟୁରେ ବଢେ । ବର୍ଷକରେ ହେଉଥିବା ୫୦ ସିଏମ୍ ବର୍ଷା ଅଂଚଳରେ ମଧ୍ୟ ଭଲ ଫଳିପାରୁଛି । ତାପମାତ୍ରା ୨୦ ରୁ ୩୦ ସେ. ଗ୍ରେଡ ରେ ବଢିପାରେ । ଏହା ଅତ୍ୟଧିକ ତାପମାତ୍ରା ବହନ କରିପାରେ ନାହିଁ । ଯଦି ଅତ୍ୟାଧିକ ଗରମ ଓ ତାପମାତ୍ରା ଥାଏ ତେବେ ତାହା ଖରା ପାଇଁ ମଶାରୀ ପାଇଁ ଗ୍ରିନ୍ ନେଟ୍ ବା ପଲି ହାଉସ୍ ଜାଲିର ଛାୟା ଜରୁରୀ କରେ । ଏହି ଚାଷ ସବୁଠାରୁ ଆଦର୍ଶ ମାଟି ହେଉଛି ବାଲିଆ ମାଟି । ମାଟିର ଜଳ ନିଷ୍କାସନ ଭଲ ରହୁଥିବା ଉଚିତ୍ । ମାଟିର ପି.ଏଚ୍ – ୫.୫ ରୁ ୭ ସର୍ବଶ୍ରେଷ୍ଠ ।
ଜମିର ପ୍ରସ୍ତୁତି : ଜମିକୁ ଦୁଇ ଚାରିଥର ହଳ କରି ବାଳୁଙ୍ଗା ମୁକ୍ତ କରି ତତ୍ ପରେ ଗାତ ଖୋଳି ଖରାରେ ଶୁଖାନ୍ତୁ ତତ୍ ପରେ ଜୈବିକ ସାର ପ୍ରୟଗ କରନ୍ତୁ ।
ଚାରା ରୋପଣ : ଚାରା ଗଛ ମଂଜ ମାଧ୍ୟମରେ ହେଲେ ବହୁ ସମୟ ଲାଗେ, ସେଥିଲାଗି ପିଲ- ୨୦ ସେ.ମି କଟା ଖଣ୍ଡ ଆଣି ୨ ମି x ୨ ମି ଛଡା ୬୦ ସେମି x ୬୦ ସେମି x ୬୦ ସେମି ଆକାରରେ ଗାତ ଖୋଳି ଜୈବିକ ସାର ଓ ୧୦୦ ଗ୍ରାମ୍ ସୁପର ଫସ୍ଫେଟ୍ ଦେବା ଉଚିତ୍ । ଗୋଟିଏ ଏକରରେ ୧୭୦୦ ଚାରା ରୋପଣ କରାଯାଇପାରେ ।
ଡ୍ରାଗନ୍ ଫଳ ଗଛର ଭାଡ଼ି ବା ନଚା : ଏହି ଗଛ ଭଲ ବଢିବା ପାଇଁ କଂକ୍ରିଟ୍ ପିଲର୍ ବା କାଠ ଝୁଟି ସହ ଗୋଲାକାର ବା ବୃତ୍ତାକାର ମେଟାଲ୍ ଫ୍ରେମ୍ ନିଆଯାଇପାରେ ।
ଓ ଖତ : ଉତ୍ତମ ଫଳ ଓ ଗଛ
ବୃଦ୍ଧି ପାଇଁ ୧୦ ରୁ ୧୫ କେଜି ଜୈବିକ କମ୍ପୋଷ୍ଟ ସହ ରାସାୟନିକ ସାର ପଟାସ: ସୁପର ଫସ୍ଫେଟ୍ ୪୦: ୯୦ : ୭୦ ପ୍ରତି ଗଛ ପାଇଁ ଜରୁରୀ । ଫଳ ଫଳିଲା ସମୟରେ ଅଧିକ ପଟାସ୍ ଓ କମ୍ ନାଇଟ୍ରଜେନ୍ ଦିଆଯାଏ । ଯାହା ୫୦: ୫୦: ୧୦୦ । ପଟାସ୍ ର ପରିମାଣ ଅଧୁକା ରହିବା ବାଞ୍ଛନିୟ ।
ଜଳସେଚନ : ଏହି ଉଭିଦ କମ୍ ଜଳସେଚନ ଜରୁରୀ କରେ । ଚାରା ରୋପଣ ଫୁଲ ଫଳ ଧରିଲା ବେଳେ ଗରମ ଓ ଆର୍ଦ୍ର ସମୟରେ କିମ୍ରାଗତ ଜଳସେଚନ ଜରୁରୀ । ବୁନ୍ଦା ଜଳସେଚନ ଉତ୍କୃଷ୍ଟ ଅଟେ ।