ଲାଉ ଚାଷ
ଲାଉ ଏକ ସ୍ବାସ୍ଥ୍ୟ ଉପକାରିତା ପନିପରିବା ଏହା ରୋଗୀ ଖାଦ୍ୟ ପାକଳ ଲାଉ ବାସନ ବାଦ୍ୟ ଯନ୍ତ୍ରରେ ବହୁ ପୁରାତନ କାଳରୁ ବ୍ୟବହୃତ ହୋଇ ଆସୁଛି । ଏହା ଏକ ପରିଚିତ ପରିବା। ସବୁଜ ରହିଥିବା ସମୟରେ ଏହାର ପତ୍ର ଏବଂ ଫଳ ଖାଦ୍ୟ ଉପଯୋଗୀ । ଭାରତରେ ଏହା ବିହାର, ହରିୟାନ, ମଧ୍ୟପ୍ରଦେଶ, ଛତିଶଗଡ଼, ଓଡ଼ିଶା, ପଞ୍ଜାବ, ଆସାମ, ଆନ୍ଧ୍ରପ୍ରଦେଶ ରେ ଫଳିଥାଏ । ଏହା ବିହାର ରେ ସର୍ବାଧିକ। ଏହା ଆର୍ଦ୍ର ଏବଂ ଶୁଷ୍ପ ଜଳବାୟୁ ରେ ଭଲ ବଢେ । ଏହି ପରିବା କୁହୁଡି ସହିପାରେନାହିଁ । ଏହା ପାଇଁ ତାପ ମାତ୍ରା ୨୦-୩୨ସେଲସିୟସ ଜରୁରୀ।
ସ୍ବାସ୍ଥ୍ୟ ଉପକାରିତା –
୧. ଲାଭ ହୃଦୟ ପାଇଁ ଉପକାରୀ,
୨. ଓଜନ ବୃଦ୍ଧି କୁ ରୋକିଥାଏ,
୩, ଅନିଦ୍ରା ଦୋଷ ଦୂର କରେ,
୪. ଉତ୍ତମ ହଜମ ଶକ୍ତି ବୃଦ୍ଧି କରେ,
୫. ଚର୍ମକୁ ସେତକ ରେଖ
ମାଟି– ଏହା ଯେକୌଣସି ମାଟି ରେ ଭଲ ବଢି ପାରେ। ସବୁଠାରୁ ବଢିଆ ବାଲିଆ ଲୋମି ମାଟି, ଯେଉଁଥିରେ ଜଳ ନିଷ୍କାସନ ଭଲ ଥାଏ ସେହି ମାଟିରେ ଭଲ ବଢ଼େ । ୬ – ୭ ଥର ଚାଷୀ ମାଟିକୁ ଗୁଣ୍ଡ କରିଦେଇ ସଢ଼ା ଗୋବର ଖତ ଦେଇ ମାଟିକୁ ପ୍ରସ୍ତୁତ କରିଥାଏ ।
ସମୟ- ସମତଳ ଅଞ୍ଚଳ ପାଇଁ : ଜୁନ ଓ ଜୁଲାଇ ଏବଂ ପାହାଡିଆ ଆଞ୍ଚଳ ପାଇଁ ଏପ୍ରିଲ
ମଞ୍ଜି- ୩.୫ କେ.ଜି ଠୁ ୬. କେ.ଜି | ହେକ୍ଟର ।
ମଞ୍ଜି ବିଶୋଧନ –୪ ଗ୍ରାମ |କେ.ଜି tricoderonaviridalor ୨ ଗ୍ରାମ | କେ.ଜି earbendazim |
ବ୍ୟବଧାନ –ଚାରା କୁ ଗଛ ୨ମି. t୦ ୩, ୧ମି ରୁ ୧.୫ ମି .
ଗାତ: ୨.୩ ଟି ମଞ୍ଜି ପ୍ରତିଗାତରେ। ୨.୫ ସେମି t୦ ୩ ସେମି ଗଭୀର ରେ ପୋତା ଯାଏ ।
କିସମ –ଆକ୍ରବାହାର ,ପୁସା ନବୀନା, ନରେନ୍ଦ୍ର ରସମି, ଫୁସା କେମଳ ।
ସାରା ପ୍ରୟଗ – ସଢାଖତ୧୦ କେ.ଜି ଏନ୍ପିକେ ୬:୨:୧୨ ଏବଂ ୧୦ ଗ୍ରାମ ଜବକ୍ଷାରଜାନ ପ୍ରତ୍ୟେକ ଗାତରେ ୩୦ ଦିନ ବୁଣିବା ପୂର୍ବରୁ ପ୍ରୟୋଗ କରାଯାଏ | ଶେଷ ହଳ କରିବା ସମୟରେ ଏ20 Spiriilium,phosobacteriaଅଣୁଜୀବ ସାର ୨ କେଜି |ହେକ୍ଟର ଏବଂ Psuerlo- monos୩କେଜି |ହେକ୍ଟର, ୫୦କେଜି ସଢ଼ା ଗୋବର ଖତ, ୧୦୦ କେଜି ନି ମ ପ ଡି ଆ ପ୍ରତି ହେକ୍ଟର ପ୍ରୟୋଗ କରାଯାଏ।
ଜଳସେଚନ —ବୁଣିବାରେ ତୁରନ୍ତ ଜଳସେଚନ ଜରୁରୀ। ଖରାଦିନେ ୩ ରୁ ୪ ଦିନ ଅନ୍ତର ଜଳସେଚନ ଜରୁରୀ ଶୀତ ଦିନ ରେ ଯେତେବଳେ ଜରୁରୀ ଜଳସେଚନ କରାଯାଏ | ବର୍ଷା ଦିନ ରେ ଜଳ ସେଚନ ଜରୁରୀ ନୁହେଁ ବୁନ୍ଦା ଜଳସେଚନ ଅଧିକ ପସନ୍ଦ ଯୋଗ୍ୟ ।
ଅମଳ – ୬୦ – ୭୦ ଦିନପରେ । ଅମଳ କିସମ ଉପରେ ନିର୍ଭର କରେ । ଫଳ ସବୁଜ ସମୟ ଅମଳ କରାଯାଏ | ଠିକ ସମୟ ଅମଳ ନକଲେ ପାକଳ ହୋଇଯାଏ | ହାରାହାରି ୧୦୦ – ୧୨୦ କୁଇଣ୍ଟାଲ ପ୍ରତି ହେକ୍ଟର ରୁ ଆମଦାନୀ ହୁଏ ।
Mu Kurashi rayagada back gajapati odisha pin 761213