ଭାରତୀୟ ପ୍ରଜାତି ଗାଈର କ୍ଷୀର A2 ମାନ୍ୟତା ଓ ଚମତ୍କାରିତା

ପୃଥିବିରେ କେବଳ ଭାରତୀୟ ଗାଈ ଗୁଡ଼ିକଙ୍କ ପାଖରେ ସଂକୃତ) ଚୂଳ ଦେଖିବାକୁ ମିଳିଥାଏ । ଅନ୍ୟ ଦେଶର ଗାଈ ମାନଙ୍କ ପାଖରେ ଏହା ନଥାଏ । ସୃଷ୍ଟିର ପ୍ରାୟ ପ୍ରାରମରେ ସବୁ ଗାଈଙ୍କର ହୁକୃତ ଥାଏ । କିନ୍ତୁ ସମୟାନ୍ ଭୂମେ …

ଭାରତୀୟ ପ୍ରଜାତି ଗାଈର କ୍ଷୀର A2 ମାନ୍ୟତା ଓ ଚମତ୍କାରିତା Read More

ଦହିର ସାସ୍ଥ୍ୟ ଜନିତ ଉପକାରିତା

୧. ପ୍ରତ୍ୟେହ ଦହି ସେବନ କଲେ ପାଚନ ଶକ୍ତି ଉତ୍ତମ ହୁଏ । କାରଣ ଏହା ଏକ ବଳିଷ୍ଠ ପ୍ରୋବାୟଟିକ୍ । ୨. ଦହିରେ ପ୍ରଚୁର ପରିମାଣରେ ଉପକାରି ଜୀବାଣୁ ଥିବାରୁ ଶରୀର ପାକସ୍ଥଳି ପାଚନ ପ୍ରକ୍ରିୟାର ଜୀବାଣ ସହ ମିଶି …

ଦହିର ସାସ୍ଥ୍ୟ ଜନିତ ଉପକାରିତା Read More

ନକଲି ଖାଦ୍ୟ କୁ ଚିହ୍ନନ୍ତୁ କର୍କଟ ପରି ଭୟଙ୍କର ରୋଗ ରୁ ଦୂର ରେ ରୁହନ୍ତୁ

ନକଲି ଖାଦ୍ୟ କୁ ଚିହ୍ନନ୍ତୁ କର୍କଟ ପରି ଭୟଙ୍କର ରୋଗ ରୁ ଦୂର ରେ ରୁହନ୍ତୁ ଆଜିକାଲି ପଇସା ଲୋଭରେ ବ୍ୟବସାୟୀ କିମ୍ବା ଚାଷୀ ମାନେ ଖାଦ୍ୟ ରେ ଅପମିଶ୍ରଣ କରି ଅଧିକା ଲାଭ ପାଇଁ ଅସାଧୁ ଉପାୟ ଅବଲମ୍ବନ କରୁଛନ୍ତି …

ନକଲି ଖାଦ୍ୟ କୁ ଚିହ୍ନନ୍ତୁ କର୍କଟ ପରି ଭୟଙ୍କର ରୋଗ ରୁ ଦୂର ରେ ରୁହନ୍ତୁ Read More

ଲବଙ୍ଗର ସାସ୍ଥ୍ୟ ଉପକାରିତା

ଲବଙ୍ଗର ସାସ୍ଥ୍ୟ ଉପକାରିତା ଭାଗର ପରିଷ୍ଠ ନିରିକ୍ଷା ବେଳେ ଆମେ ଜାଣିଥାଉ ଯେ ଆମ ଶରୀରର ଭିଟାମିନ୍ , ଖଣିକ ଯାର ଆଦି ଅବାବରେ ବିଭିନ୍ନ ପ୍ରକାରଲା ଭୋଗ ଦେଖାଯାଇଥାଏ । ତେଣୁ ଆମେ କୃତ୍ରିମ ଉପାୟରେ ଭିଟାମିନ ଓ ଖଣିକ …

ଲବଙ୍ଗର ସାସ୍ଥ୍ୟ ଉପକାରିତା Read More

ହୃଦଘାତ କୁ ରୋକି ଥାଏ ଲଙ୍କା

ହୃଦଘାତ କୁ ରୋକି ଥାଏ ଲଙ୍କା ଲଙ୍କା ସବୁବେଳେ ଆମର ଖାଦ୍ୟ ଓ ଖାଦ୍ୟ ପ୍ରସ୍ତୁତିରେ ଉପଯୋଗୀ ପଦାର୍ଥ। ଏହା ରୋଷେଇ ଘରେ ଲାଲ ଲଙ୍କାର ମସଲା ଗୁଣ୍ଡ କିମ୍ବା କଞ୍ଚା ଲଙ୍କା ମାଧ୍ୟମରେ ପରିଚିତ । ଦୁଇ ପ୍ରକାର ଲଙ୍କା …

ହୃଦଘାତ କୁ ରୋକି ଥାଏ ଲଙ୍କା Read More