ଜୈବିକ ପଦ୍ଧତିରେ କଲରା ଚାଷ:-

ଓଡ଼ିଶା ତଥା ଭାରତରେ କଲରା ଏକ ପ୍ରିୟ ପରିବା । ଏହାର ସ୍ବାସ୍ଥ୍ୟ ଉପକାରିତା ଓ ପୃଷ୍ଟିପୋଷକ ଖାଦ୍ୟ ରୂପେ ପରିଚିତ । ଏହା ଏକ ଅନ୍ୟୁନ ପରିବା ଯାହା ଔଷଧୀୟ ଗୁଣ ପାଇଁ ଏହା ବଜାର ଚାହିଦସବୁବେଳେ ରହିଥାଏ । ଏହି ପରିବାରେ ଭିଟାମିନ ଏ,ବି,ସି ଏବଂ ଲୌହ ଖଣିଜ ତଥା ଖଣିଜ ସାର ଓ ପୃଷ୍ଟିସାର ଭରପୁର ରହିଥାଏ । ଏହା ମଧୁମେହ, ହୃଦରୋଗୀ ଓ ରୋଗ ପ୍ରତିରୋଧକାରୀ ପରିବା ଅଟେ । ଆଜିକାଲି ବଜାରରେ ମିଳୁଥିବା କଲରା ରସ ବିଷାକ୍ତ ଓ ସେତେ ସ୍ଵାଦିଷ୍ଟ ନଥାଏ । ତେଣୁ ଜୈବିକ ପଦ୍ଧତି ଦ୍ଵାରା ଉତ୍ପାଦିତ କଲରା ଗୁଡିକ ସ୍ନାବିଷ୍ଟ ଅଟେ । ଜୈବିକ ଚାଷରୁ ଉତ୍ପାଦିତ କାକୁଡି, ଶାଗ, କଲରା ଆଦି ପନିପରିବା ଲୋକେ ଆସ୍ତେ ଆସ୍ତେ ସ୍ଵାଦପାଇବା ସହ ବଜାରରେ ମଧ୍ୟ ଚାଷୀ ପାଉଛନ୍ତି । ଜୈବିକ ପଦ୍ଧତି କଲରା ଚାଷରେ ପଞ୍ଚଗବ୍ୟ, ଜୀବାମୃତ, ଜିଆପାଣି, ଜିଆଖତ, ଦୁମିକ ଅମ୍ଳ

ଆଦି ପ୍ରୟୋଗ କରି ଭଲ ଉତ୍ପାଦନ ହୋଇ ପାରୁଛି ତେଣୁ ଚାଷୀ ଜୈବିକ ଖତ ନିଜ ବାଡିରୁ ଅଳ୍ପ ମୂଲ୍ୟ ଉତ୍ପାଦନ କରି ଚାଷ ରୁ ଭଲ ଅମଳ ପାଇ ପାରିବ । କିସମ :- ଅର୍କ ହରିତ, ପୁଷ୍ପାବିଶେଷ, ପ୍ରୀୟା, ପୁଷ୍ପା ଦୋସୌମୀ, ଏମଡିଭି- ୧ |

ବୁଣିବା ସମୟ :- ଜୁନ ଓ ଜୁଲାଇ ଏବଂ ଫେବୃୟାରୀ।

ବିହନ ପରିମାଣ :- ହେକ୍ଟର ପିଛା ୪ କି.ଗ୍ରା, ପଟାସିୟମ୍, ନାଇଟ୍ରେଟ୍‌ରେ ୧:୧୦ ପରିମାଣରେ ୩ ଘଣ୍ଟା ଭିଜାଇଲେ ଅଙ୍କୁରଦଭଲ ହୁଏ । ମନ୍ଦା ୧୫୦ ସେ.ମି. ରେ ୭୫ ସେ.ମି. ହେବା ଉଚ୍ଚିତ । ୩୦ ସେ.ମି X ୩୦ ସେ.ମି X ୩୦ ସେ.ମି ରେ

ପ୍ରତି ମନ୍ଦାର ୪-୫ ମଞ୍ଜି ଲଗାଯାଏ । ଗଛ ପତଳା କରିବା ପାଇଁ ୩ଟି

ଯଥେଷ୍ଟ । ଖାଦ୍ୟସାର ପରିଚାଳନା :-

ଜୈବିକ ଖତ, ସଢାଗୋବର ୧୦ ଟନ୍ ହେକ୍ଟର ପିଛା । କୁକୁଡା ମଳଖତ, ଜୈବିକ ଖତ, ଜିଆଖତ, କିଆପାଣି, ପଞ୍ଚଗବ୍ୟ, ଜୀବାମୃତ ଆଦି ପ୍ରୟୋଗ କରାଯାଏ । ପତ୍ର ସିଞ୍ଚନ ଦ୍ରବୀଭୁତ ଜୈବିକରେ ୨୦ ଭାଗ ଅଧ‌ିକ ଗଛ ଗ୍ରହଣ କରିଥାଏ । ମାଟିରେ ସାର ଅପେକ୍ଷା ଏହା ଯଥେଷ୍ଟ ବେଶି । ଏଥିପାଇଁ ପଞ୍ଚଗବ୍ୟ ବିଶେଷ ୩୦ ଦିନ ଓ ୪୫ ଦିନ ଅନ୍ତରରେ ଘାସ ବାଛି ଦିଆଯାଏ। କୀଟ ପରିଚାଳନା :-

ଫସଫେକ୍ଟେରିଆଲ ନିମ୍ବ ପାଉଡର ଦ୍ରବୀଭୂତ ନିମତେଲ Psuedomonas- 2.5 kg. / ha. ଖତ – ୫୦ କି.ଗ୍ରା / ହେ. Neemcale- 100 kg. I hav ଜୈବିକ ଖତ ଗଛ ପାଇଁ ଟନିକ୍ ରୂପେ କାର୍ଯ୍ୟକରେ । ଏବଂ ଏହା କୀଟ ବିରୋଧୀ ତଥା ଫିମ୍ପି ବିରୋଧ ରୂପେ କାମ କରେ । ପାରମ୍ପରିକ ଜୈବିକ ଚାଷ ଉପକାରୀ ଅଣୁଜୀବ ବୃଦ୍ଧି କରାଇ ଗଛର ନାଇଟ୍ରୋଜେନ କ୍ଷମତାକୁ ବଢାଇଥାଏ, ଯାହା ଫଳରେ ଗଛ ହୃଷ୍ଟପୁଷ୍ଟ, ବଳଶାଳୀ ଅଧ‌ିକ ଅମଳକ୍ଷମ କରାଏ । ଏବଂ ସମସ୍ତ ପ୍ରକାର ଜୀବାଣୁ ଓ ଭୁତାଣୁ ଜନିତ ରୋଗ କୁ ନିୟନ୍ତ୍ରଣ କରିଥାଏ|

Leave a Reply

Your email address will not be published. Required fields are marked *