ପତ୍ର କମ୍ପୋଷ୍ଟ ର ପ୍ରସ୍ତୁତି ଓ ଉପକାରିତା

ପତ୍ର କମ୍ପୋଷ୍ଟ ପ୍ରକ୍ରିୟାରେ ସବୁଜ ପତ୍ର ତଥ। ଅଦରକାରୀ ପତ୍ର ଓ ଘାସ ଅନାବନା ଘାସର ପୂର୍ନବିନିଯୋଗ ଦ୍ଵାରା ଏବଂ ମାଟିକୁ ଉର୍ବର କରିବା ସହ ମୃତ୍ତିକା ସଂଶୋଧନ ପାଇଁ ଏକ ବଳିଷ୍ଟ ଉପାୟ । କମ୍ପୋଷ୍ଟ ମାଟିର ଉର୍ବରତାକୁ ସଚ୍ଛିଦ୍ରତା, ନିଚା ଜମିରେ ପଡିଥିବା ଅଳିଆ ଗଦା ଦ୍ଵାରା ସମାନତା ସୃଷ୍ଟି କରିବା ଏବଂ ଗଛ ଉପରେ ଏକ ଜୀବନ୍ତ କମ୍ବଳ ସୃଷ୍ଟି କରିବା ସହ ଏକ ପୃଷ୍ଟିକର ବଗିଚା ପାଇଁ ସୁଯୋଗ ଆଣିଥାଏ । ପତ୍ର ଗୁଡିକ କିପରି କମ୍ପୋଷ୍ଟ କରାଯାଏ ତାହା ଶିଖିବା ପାଇଁ ନାଇଟ୍ରୋଜେନ୍ ଏବଂ ଅଙ୍ଗାରକାମ୍ଳ ବିଷୟରେ ଟିକେ ଜ୍ଞାନ ଆବଶ୍ୟକ । ସଠିକ ସନ୍ତୁଳନ ଶିଘ୍ର କଳା ସୁନା ବା କମ୍ପୋଷ୍ଟ ପାଇଁ ଉପାୟ । ପତ୍ର କମ୍ପୋଷ୍ଟର ମାଟିରେ ଜୈବିକ ପଦାର୍ଥ ତିଆରି କରିବା ସହ ପତ୍ରକୁ କଳା ମଚ ମଚ କରେ ହୃଷ୍ଟପୁଷ୍ଟ ବୃଦ୍ଧି କରିବା ସହ ଏହା ମାଟି ପରି ବ୍ୟବହାର ହୁଏ । ଏହା ବଗିଚା କୁ ପୁଷ୍ଟିସାର ଯୋଗାଣ ସହ ମାଟି କଣିକା କୁ ହାଲୁକା କରିବା ର ସାହାଯ୍ୟ କରେ l ପତ୍ର କମ୍ପୋଷ୍ଟ ଆଚ୍ଛାଦିତ ରୂପେ ମଧ୍ୟ ବ୍ୟବହାର କରାଯାଇ ମାଟିର ଆର୍ଦ୍ରତା କୁ ବଜାଇ ରଖିବା ସହ ତୃଣଜ କୁ ନାଶ କରିଥାଏ | କମ୍ପୋଷ୍ଟ ଦିନ ଏକ ଜଟିଳ ପ୍ରକ୍ରିୟା ଗଠନ ନୁହେଁ ଏହାକୁ ଚାଷି ଗଦା ମଧ୍ୟରେ ମଧ୍ୟ କମ୍ପୋଷ୍ଟ କରିପାରିବ । ମୌଳିକ ଚିନ୍ତାଧାରା ହେଉଛି ଏରୋବିକ

ଜୀବାଣୁ ପାଇଁ ବେଳେ ବେଳେ ବାୟୁ ଯୋଗ କରିବା ଦରକାର ପଡେ । ଯାହା ପଦାର୍ଥରେ କ୍ଷୟ ହୋଇ ରହିଥାଏ । କମ୍ପୋଷ୍ଟ କୁ ଗରମ ରଖିବା ଆବଶ୍ୟକ ଏଥିପାଇଁ 60 F I 15 C ଉଷ୍ମ, କିନ୍ତୁ ଆର୍ଦ୍ର ନୁହେଁ ମୌଳିକ ଭାବରେ କମ୍ପୋଷ୍ଟ ପିଟ୍ ର ଆୟତନ ୩ ବର୍ଗଫୁଟ ହେବା ଉଚିତ୍ । ଯାହା କମ୍ପୋଷ୍ଟକୁ ଉପରତଳ କରି ବାୟୁ ଚଳାଚଳ କରିବା ସହଜ ହୁଏ ଏବଂ ଆର୍ଦ୍ରତା ପଦାର୍ଥକୁ ମିଶ୍ରଣ କରିଥାଏ । ଉପର ଘୋଡାଣ ପାଇଁ ବଗିଚା ମାଟିରେ କମ୍ପୋଷ୍ଟ ପତ୍ର ମଧ୍ୟ ଉପଯୁକ୍ତ । ଚାଷରେ ଘାସ କାଟିବା ଯନ୍ତ୍ର ବ୍ୟବହାର କରି ଉପର କାଟିଥିବା ଘାସ ଡାଳପତ୍ର କୋମ୍ପୋଷ୍ଟ ଉପରେ ବିସ୍ତାର କରାଯାଇଥାଏ । ଏହି ଘାସ ପତ୍ରକୁ ଏକାଠି କରି ବସନ୍ତ ଋତୁ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡେ । ନାଇଟ୍ରଜେନ ଯାହା ପତ୍ରରୁ ପ୍ରଚୁର ମିଳିଥାଏ ତାହା ଅଂଗାର କାମକୁ ସନ୍ତୁଳିତ କରିଥାଏ । ନାଇଟ୍ରୋଜେନ ସବୁଜ ଆଦୃତା ଘାସ ମଧ୍ୟରେ ପ୍ରଚୁର ଥାଏ ଘାସ ପତ୍ର ଗୁଡିକରୁ ମିଳିପାରିଥାଏ । ପତ୍ର ଗୁଡିକ କମ୍ପୋଷ୍ଟର ଏକ ସ୍ତର ଯାହା ୧୫ ରୁ ୨୦ ସିଏମ୍ ପାଇଁ ମୋଟା ପତ୍ର ୨.୫ ସିଏମ୍ ମାଟି, ୨.୫ ସବୁଜ କିମ୍ବା ଖତ ଓ ନାଇଟ୍ରୋଜନର ଉତ୍ସ କିମ୍ବା ନାଇଟ୍ରୋଜନ ସାର ଏକ କପ ମିଶାଇ ଯାଇ କରାଯାଇଥାଏ । ରୋଗା ଗ୍ରସ୍ତ ପତ୍ର ଗୁଡିକର ପାଥୋଜନକୁ ମାରିବା ସମ୍ଭବ ହୁଏ ଯେତେବେଳେ ଏହା ଉଚ୍ଚ ତାପମାତ୍ରା ବହନ କରେ I ଶୀତ କାଳିନ କମ୍ପୋଷ୍ଟ ଗଦାରେ ରୋଗାଗ୍ରସ୍ତ ପତ୍ର ଗୁଡିକ ଚେଷ୍ଟା କରିବା ସମ୍ବେଦନଶୀଳ ନୁହେଁ । ସବୁଜ ଓ ଶୁଖିଲା ପତ୍ରର ସନ୍ତୁଳନ ସହ ନିୟମିତ ବ୍ୟବଧାନରେ ଓଲଟ ପାଲଟ ମଧ୍ୟ ଭାଗରେ କରାଯାଇ ସଦ୍ୟ ଜୈବିକ ପଦାର୍ଥ ଯୋଗ କରାଯାଇ ପତ୍ର କମ୍ପୋଷ୍ଟ ପ୍ରସ୍ତୁତ କରାଯାଇଥାଏ ।

Leave a Reply

Your email address will not be published. Required fields are marked *