ପୃଥିବିରେ କେବଳ ଭାରତୀୟ ଗାଈ ଗୁଡ଼ିକଙ୍କ ପାଖରେ ସଂକୃତ) ଚୂଳ ଦେଖିବାକୁ ମିଳିଥାଏ । ଅନ୍ୟ ଦେଶର ଗାଈ ମାନଙ୍କ ପାଖରେ ଏହା ନଥାଏ । ସୃଷ୍ଟିର ପ୍ରାୟ ପ୍ରାରମରେ ସବୁ ଗାଈଙ୍କର ହୁକୃତ ଥାଏ । କିନ୍ତୁ ସମୟାନ୍ ଭୂମେ ବର୍ଷ ବର୍ଷ ଧରି ଅନ୍ୟ ଦେଶର ଗାଈ ଗୁଡିକଙ୍କ ଜେନେଟିକ୍ ପରିବର୍ତ୍ତନ ଦସ୍କୃତ ବିହିନ ହୋଇଯିବା ସଙ୍ଗେ ସାଙ୍ଗି ସେମାନଙ୍କର କ୍ଷୀର A1 ରେ ପରିବର୍ତ୍ତନ ହୋଇଯାଇଛି । ଅନୁମାନ କରାଯାଏ ଏକ ହଜାର ବର୍ଷ ପୂର୍ବରୁ ଇୟୁରୋପିୟ ଗାଈ ଗୋରୁଙ୍କ ସହିତ ଆଫ୍ରିକିୟ ଓ ଏସିୟ ଗାଈ ଗୋରୁମାର କ୍ଲସ୍ ପ୍ରଜନନ କରାଯାଇ ପ୍ରଜାତି ଗୁଡ଼ିକ ଦୁଲ୍ଲିତ ବିହିନ ଓ କ୍ଷୀର A1 ରେ ପରିଣତ ହୋଇ ଯାଇଛି ।
ଭାରତୀୟ ଦେଶିଗାଲର ୭ଟି ଚମତ୍କାରିତା :-
୧. ଭାରତୀୟ ଦେଶି ଗାଈ ଏକ ମାତ୍ର ପ୍ରଜାତି ଯାହାର ମେରୁଦଣ୍ଡର ଏକ ଚୂଳ ତଥା ନୂଙ୍କୃତ ।
୨. ଏହି ଚୂଳରେ ସୂର୍ଯ୍ୟକେତୁ ନାଡି ନାମରେ ଏକ ଶିରା ଅଛି । ଯାହା ସୂର୍ଯ୍ୟ ଓ ଚନ୍ଦ୍ର ଠାରୁ ଶକ୍ତି ଗ୍ରହଣ କରିଥାଏ । ସୂର୍ଯ୍ୟ କିରଣ ଗାଈର ରକ୍ତ ରେ ଏକ ସୁବର୍ଣ୍ଣ ଲୁଣ ଉତ୍ପାଦନ କରେ । ଏହା ଉତ୍ପାଦିତ ଦ୍ରବ୍ୟ କ୍ଷୀର, ଘିଅ, ଦହି, ଲହ୍ଣରେ ଭରି ରହିଥାଏ । ଯାହାଦ୍ଵାରା ଏହାର ରଙ୍ଗ ସୁବର୍ଣ୍ଣ ବା ହଳଦିଆ ଦେଖାଯାଏ । ଏହି ସୂର୍ଯ୍ୟ କିରଣ ପ୍ରଭାବରେ ମଧ୍ୟ ଏହି ଭାରତୀୟ ଗାଈରଙ୍କ ଗୋବର, ପରିସ୍ରାରେ ରେ ଔଷଧୀଳ ଏବଂ ଖତରେ କିଟି ନାଶକ ଗୁଣ ଭରି ରହିଥାଏ ।

୩. ଗୋମୂତ୍ରରେ ନାଇଟ୍ରୋଜେନ୍, କ୍ୟାଲସିୟମ୍, ପଟାସିୟମ୍,ଫ୍ଲୋରାଇଡ, ୟୁରିଆ ଆଦି ଭରି ରହିଥାଏ । ଯାହା ବଂଶାନ କ୍ରମ ଆଣ୍ଠୁ ଗଣ୍ଠି ବାତ ମାଂସ ପେସି ଦର୍ବଳତା ମ୍ୟାଗ୍ନେସିୟମ ଫସଫରସ୍ ନିୟନ୍ତ୍ରଣ, ୟୁରିଆ ଘୋରାତର ଅପସାରଣ ତଥା ସନ୍ତୁଳନ, ଅବାଞ୍ଛିତ ଚର୍ମ ଗଠନକୁ ନିୟନ୍ତ୍ରଣ । ରୋଗ ଶକ୍ତି ବୃଦ୍ଧି କରିବାର କ୍ଷମତା ଓ ଆଂଟି ବିସାକ୍ତ ପଦାର୍ଥକୁ ନିୟନ୍ତ୍ରଣ କରିବାର ଔଷଧିୟ ଗୁଣ ଭବି ରହିଛି ।
୪. ଭାରତୀୟ ଗାଈର ଗୋବର ପ୍ରକୃତିକ ପ୍ରତିରୋଧ ଯଥା ବିଜାଣୁ ମୁକ୍ତ ପ୍ରଭାବ ପକାଇଥାଏ । ଯାହା ପାଥୋଜେନିକ ଜୀବାଣୁ ହ୍ରାସ କରିପାରିଥାଏ ।
୫. ଭାରତୀୟ ଗାଈର କ୍ଷୀରରେ ଏପରି ଏକ ଆମିନୋ ଏସିଡ୍ ଥାଏ ଯାହା ପ୍ରୋଟିନ୍ କୁ ହଜମ କରିବାରେ ସାହାଯ୍ୟ କରିଥାଏ । ଏହା A, B2, B3 ଭିଟାମିନ୍ ର ଉତ୍ସ । ଯାହା ରୋଗ ପ୍ରତିରୋଧକ ଶକ୍ତି ବଢିବାରେ ସାହାଯ୍ୟ କରେ । ଏହା ସିରମ କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ସର୍ବତମ ପ୍ରାକୃତିକ ଆଂଟି ଅକ୍ସିଡେଟରୁ ଗୋଟିଏ । ଅତ୍ୟଧିକ ଧନୀ କ୍ୟାଲସିୟମ କୋଷ ଗୁଡିକକୁ ରକ୍ଷା କରିବାରେ ସାହାଯ୍ୟ କରେ । ବିସ୍ଫୋଫ୍ଲାବିନ୍, ଭିଟାମିନ୍ B12 ଧାରଣ କରିଥାଏ । ଯାହା ଶକ୍ତି ଉତ୍ପାଦନ ଓ ହୃଦ ରୋଗ ନିରାକରଣ ପାଳ କାର୍ଯ୍ୟକ୍ଷମ୍ୟ । ଏଥିରେ ପ୍ରଚୁର ପରିମାଣରେ ଆୟତିନ୍ ଥାଏ । ଯାହା ଥାଇରୟେଡ଼ ହରମୋନରେ ଅବିଚ୍ଛେଦ୍ୟ ଉପାଦାନ ।
୬. ଭାରତୀୟ ଗାଈ କ୍ଷୀର ପ୍ରାକୃତିକ ଭାବରେ A2 ପ୍ରୋଟିନ ଉତ୍ପାଦନ କରେ । ସେତେବେଳେ ଯଦି ଗାଈ A1 ଉତ୍ପାଦନ କରି ଏକ ନୂତନ ପେପ୍ ଟାଇ ସୃଷ୍ଟି କରେ । ଯାହା ବି.ସି.ଏମ ୭ ନାମରେ ନାମିତ । ଅନ୍ୟ ପକ୍ଷରେ A2 କ୍ଷୀରରେ ଓମେଗା ୩ ଅତ୍ୟାଧିକ ଉତ୍ପନ୍ନ ହୁଏ ଯାହା ସୁସ୍କ ହୃଦୟ ପାଇଁ ଜରୁରୀ ଅଟେ |
୭, ଭାରତୀୟ ଗାଈରେ ବି.ସି.ଏମ ୭ ବହୁ କମ୍ ପରିମାଣରେ ଥାଏ । କିନ୍ତୁ A1 ଗାଈରେ ପ୍ରଚୁର ପରିମାଣରେ ବି.ସି.ଏମ ୭ ଥାଏ । ଯାହାର ପ୍ରୋଟିନ୍ କୁ ଶରୀର ଭାଙ୍ଗି ପାରେ ନାହିଁ । ଯାହାଫଳରେ ମଣିଷ ଅନେକ ରୋଗ ରେ ଶିକାର ହୁଏ । ଯଥା ଟାଇପ୍ ୱାନ୍ ମଧୁମେହ ରୋଗ, ପିଲା ମାନଙ୍କର ବିଳମ୍ବିତ ସାଇକୋ ମଟରର ବିକାଶ, ପିଲା ମାନଙ୍କ ଆଟିଜିମ୍, ସିକଫେନିଆ ରୋଗ, ଆକସ୍ମିକ ଶିଶୁ ମୃତ୍ୟୁ, ଅଟୋ ଇମୋନ ରୋଗ, ପେଟ ଅଲସର, କୋଲାଇଟିସ୍, ହୃଦ୍ ରୋଗ ଆଜି ରୋଗର କାରଣ ଅଟେ ।